ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ବୈଜ୍ଞାନିକ ଅନୁସନ୍ଧାନ ରେ

ବୃତ୍ତି

ଫରେନସିକ୍ ବୈଜ୍ଞାନିକ


ଫରେନସିକ୍ ବୈଜ୍ଞାନିକ

NCS CODE: 3119.0200 | SC017

ଫରେନସିକ୍ ବୈଜ୍ଞାନିକମାନେ ଅପରାଧରୁ ମିଳିଥିବା ପ୍ରମାଣକୁ ଅଧ୍ୟୟନ ଏବଂ ବିଶ୍ଳେଷଣ କରନ୍ତି । ସେମାନଙ୍କର ତଥ୍ୟଗତ ଅନୁସନ୍ଧାନ ଅପରାଧୀମାନଙ୍କୁ ଖୋଜିବା ଏବଂ ଦଣ୍ଡଦେବାରେ ସାହାଯ୍ୟ କରିଥାଏ |

ଆବଶ୍ୟକ ଦକ୍ଷତା :
  • ଯୋଗାଯୋଗ ଦକ୍ଷତା
  • ସମାଲୋଚନାତ୍ମକ ଚିନ୍ତାଧାରା
  •  ବିବରଣୀ ପ୍ରତି ଧ୍ୟାନ  
  •  ସମସ୍ୟା ର ସମାଧାନ
ସଫଳତାର କାହାଣୀ

ଗୌରବ ଗୁପ୍ତା

ଗୌରବ ଗୁପ୍ତା ପ୍ରଥମ ଭାରତୀୟ ଭାବେ ଡିଜିଟାଲ ଫରେନସିକ୍ ରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି। ୨୦୧୦ ମସିହାରେ ତାଙ୍କୁ ଭାରତୀୟ ବିଜ୍ଞାନ କଂଗ୍ରେସରେ ଏପିଜେ ଅବଦୁଲ କଲାମ ଯୁବ ବୈଜ୍ଞାନିକ ପୁରସ୍କାରରେ ସମ୍ମାନିତ କରିଥିଲେ । ଗୁପ୍ତା ଇଲେକ୍ଟ୍ରୋନିକ୍ସ୍ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟରେ ଅତିରିକ୍ତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରନ୍ତି ଏବଂ ଜଣେ ଦକ୍ଷ ଲେଖକ ମଧ୍ୟ ଅଟନ୍ତି । ସେ ପଶ୍ଚିମବଙ୍ଗର ଯାଦବପୁର ବିଶ୍ୱବିଦ୍ୟାଳୟରୁ ଡିଜିଟାଲ୍ ଫରେନସିକ୍ ଟୁ ଡିଟେକ୍ଟ୍ ଆଣ୍ଡ୍ ଫିକ୍ସ୍ କମ୍ପ୍ୟୁଟର୍ ଠକେଇ ଏବଂ ସାଇବର୍ କ୍ରାଇମ୍ ରେ ପିଏଚ୍ ଡି ହାସଲ କରିଥିଲେ । ବର୍ତ୍ତମାନ ଗୁପ୍ତା ସମାଜରେ ବୈଷୟିକ ଠକେଇ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଉତ୍ସର୍ଗୀକୃତ ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ